ବଙ୍ଗଲା ସାହବ ଗୁରୁଦ୍ୱାରରେ ମଥା ଟେକିଲେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତୀନ ନବୀନ
ନୂଆଦିଲ୍ଲୀ, 26 ଡିସେମ୍ବର (ହି.ସ.)- ଶିଖମାନଙ୍କ ପବିତ୍ର ଶହୀଦ ମାସ ଅବସରରେ ଶୁକ୍ରବାର ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ନୂଆଦିଲ୍ଲୀ ସ୍ଥିତ ଗୁରୁଦ୍ୱାରା ବାଙ୍ଗଲା ସାହିବରେ ମଥା ଟେକିଥିଲେ। ସେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଚାରିଜଣ ସାହିବଜାଦା,
ନୀତୀନ ନବୀନ


ନୂଆଦିଲ୍ଲୀ, 26 ଡିସେମ୍ବର (ହି.ସ.)- ଶିଖମାନଙ୍କ

ପବିତ୍ର ଶହୀଦ ମାସ ଅବସରରେ ଶୁକ୍ରବାର ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ

ନୂଆଦିଲ୍ଲୀ ସ୍ଥିତ ଗୁରୁଦ୍ୱାରା ବାଙ୍ଗଲା ସାହିବରେ ମଥା ଟେକିଥିଲେ।

ସେ ଗୁରୁ ଗୋବିନ୍ଦ ସିଂହ

ଜୀଙ୍କ ଚାରିଜଣ ସାହିବଜାଦା, ମାତା ଗୁଜରୀ ଦେବୀ, ଗୁରୁ ତେଗବହାଦୁର, ଭାଇ ମତୀ

ଦାସ, ଭାଇ ସତୀ ଦାସ ଏବଂ ଦୟାଳା ଜୀଙ୍କ ବଳିଦାନକୁ ସ୍ମରଣ କରି, ତାଙ୍କ ସମ୍ମାନରେ ଶୁକ୍ରବାର ଗୁରୁଦ୍ୱାରା ବାଙ୍ଗ୍ଲା ସାହିବରେ ମଥା

ଟେକି ପ୍ରାର୍ଥନା କରିଥିଲେ।

ଏହି ଅବସରରେ ବିଜେପିର

ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେୱା, ଦିଲ୍ଲୀ

ସରକାରର ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଏବଂ ବିଜେପିର ଜାତୀୟ ମିଡିଆ ସହ-ସଂଯୋଜକ ସଞ୍ଜୟ ମୟୂଖ

ମଧ୍ୟ ଗୁରୁଦ୍ୱାରା ବାଙ୍ଗଲା ସାହିବରେ ପହଞ୍ଚି ପ୍ରାର୍ଥନାରେ ସମ୍ମିଳିତ ହୋଇଥିଲେ।

ଏହି ଅବସରରେ ବୀରେନ୍ଦ୍ର

ସଚଦେୱା କହିଥିଲେ ଯେ ରାଷ୍ଟ୍ର ଧର୍ମ ଓ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଗୁରୁ ଗୋବିନ୍ଦ ସିଂହ

ମହାରାଜଙ୍କ ଚାରିଜଣ ସାହିବଜାଦା — ଅଜିତ ସିଂହ, ଝୁଝାର

ସିଂହ, ଜୋରାୱର ସିଂହ ଏବଂ ଫତେହ ସିଂହ — ନିଜ ସର୍ବୋଚ୍ଚ ବଳିଦାନ ଦେଇଥିଲେ।

ଆଜି ତାଙ୍କର ବଳିଦାନକୁ ନମନ କରିବାର ଦିନ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande