ତପ୍ତପାଣି ଖେମୁଣ୍ଡିଖାଲ ନିକଟରେ କାର ଉପରେ ଚଢ଼ିଗଲା
ଗଞାମ, ୨୯ ଡିସେମ୍ବର (ହି.ସ.) - ତପ୍ତପାଣି ଖେମୁଣ୍ଡିଖାଲ ନିକଟରେ ଆଜି ଅପରାହ୍ନରେ ଏକ କାର ଉପରେ ଗୋଟିଏ କାଜୁ ବୋଝେଇ ଟ୍ରକ ମାଡିଯିବା ସହ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଦୀର୍ଘ ସମୟ ପରେ ପାଟପୁର ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରୁ ଚାପିହୋଇ ଥିବା ଡ୍ରାଇଭରକୁ ଉଦ୍ଧାର କରି ବ୍ରହ୍ମପୁର ବଡଡାକ୍
ତପ୍ତପାଣି ଖେମୁଣ୍ଡିଖାଲ ନିକଟରେ କାର ଉପରେ ଚଢ଼ିଗଲା


ଗଞାମ, ୨୯ ଡିସେମ୍ବର (ହି.ସ.) - ତପ୍ତପାଣି ଖେମୁଣ୍ଡିଖାଲ ନିକଟରେ ଆଜି ଅପରାହ୍ନରେ ଏକ କାର ଉପରେ ଗୋଟିଏ କାଜୁ ବୋଝେଇ ଟ୍ରକ ମାଡିଯିବା ସହ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଦୀର୍ଘ ସମୟ ପରେ ପାଟପୁର ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରୁ ଚାପିହୋଇ ଥିବା ଡ୍ରାଇଭରକୁ ଉଦ୍ଧାର କରି ବ୍ରହ୍ମପୁର ବଡଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande