ଭୁବନେଶ୍ୱର, 30 ଡିସେମ୍ବର (ହି.ସ.) ଆଜି ରିଖରେ ଭୁବନେଶ୍ବରସ୍ଥିତ ରେଳ ଅଡିଟୋରିୟମ୍ ଠାରେ ୧୧ ଟି ବିଭାଗକୁ ନେଇ ନିଯୁକ୍ତି ମେଳା ଆୟୋଜିତ ହେବ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
30 Dec 2025
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ଉପରେ ଆଇନ-ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହେବାର ଅଭିଯୋଗ କରିଛି। ଓଡିଶା ବିଜେପିର ମୁଖପାତ୍ର ଏବଂ ବରିଷ୍..
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଶହୀଦ ବୀର ଛବିଳ ସାଏଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଶହୀଦ ବୀର ଛବିଳ ସାଏଙ୍କ ବଳିଦାନ ଦିବସ ଅବସରରେ ..
ଭୁବନେଶ୍ୱର/କଟକ, 30 ଡିସେମ୍ବର (ହି.ସ.)- ଓଡିଶା ଭିଜିଲାନ୍ସ ସୋମବାର କଟକ ଜିଲ୍ଲାର ବାରଙ୍ଗ ତହସିଲରେ ନିଯୁକ୍ତ ଅତିରିକ୍ତ ତହସିଲଦାର ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସଂପତି ଠୁଳ କରିବା (ଡିଏ) ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ..
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)-କିଛି ବୟାନ ବାଜି ହେଉନି। ବଦ୍ରି ଭାଇ କିଛି କହିନାହାନ୍ତି। ଦଳ ହାରିଲା ପରେ ଆଲୋଚନା ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। କାରଣ ଖୋଜା ଚାଲିଛି। ଆମ ଭିତରେ ଆଲୋଚନା ହେଉଛି। ଦଳକୁ ମଜବୁତ କରିବାକୁ ପରାମର୍..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha