ଏକଲ୍ ଅଭିଯାନ ନବୀନ ଆଚାର୍ଯ୍ୟ ଅଭ୍ୟାସ ବର୍ଗ
କେନ୍ଦୁଝର, ୩୦ ଡିସେମ୍ବର (ହି.ସ.)- ଏକଲ୍ ଅଭିଯାନ କେନ୍ଦୁଝର ଅଞ୍ଚଳ ତରଫରୁ ଆୟୋଜିତ ନବୀନ ଆଚାର୍ଯ୍ୟ ଅଭ୍ୟାସ ବର୍ଗର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଢେଙ୍କିକୋଟ ସ୍ଥିତ ଗୁରୁକୁଳ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆଚାର୍ଯ୍ୟ ଅଭ୍ୟାସ ବର୍ଗରେ ୬୦ରୁ ଉର୍ଦ୍ଧ ଆଚାର୍ଯ୍ୟା ଯୋଗ ଦେଇଥିଲେ। ଆଜିର ଉଦଯ
Ekal abhijan acharjya barga


କେନ୍ଦୁଝର, ୩୦ ଡିସେମ୍ବର (ହି.ସ.)- ଏକଲ୍ ଅଭିଯାନ କେନ୍ଦୁଝର ଅଞ୍ଚଳ ତରଫରୁ ଆୟୋଜିତ ନବୀନ ଆଚାର୍ଯ୍ୟ ଅଭ୍ୟାସ ବର୍ଗର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି।

ଢେଙ୍କିକୋଟ ସ୍ଥିତ ଗୁରୁକୁଳ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆଚାର୍ଯ୍ୟ ଅଭ୍ୟାସ ବର୍ଗରେ ୬୦ରୁ ଉର୍ଦ୍ଧ ଆଚାର୍ଯ୍ୟା ଯୋଗ ଦେଇଥିଲେ। ଆଜିର ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଶିକ୍ଷା, ସଂସ୍କାର ଓ ସ୍ୱାବଲମ୍ବନର ଦିଗରେ ଏକଲ୍ ଅଭିଯାନର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ପଦ୍ମିନୀ ମହାନ୍ତ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande