
ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ପିୟୁସିସି ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅବଧି ବୃଦ୍ଧି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ। ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଂଟରର ଲାଇସେନ୍ସ ରଦ୍ଦ ହୋଇଛି। ପୂର୍ବରୁ ଜାନୁୟାରୀ ୩୧ ତାରିଖ ସୁଦ୍ଧା ପିୟୁସିସି ଅବଧି ନିର୍ଦ୍ଧାରଣ ହୋଇଥିଲା । ଏପ୍ରିଲ ୧ ତାରିଖରୁ ପିୟୁସିସି ଯାଂଚ କଡ଼ାକଡ଼ି ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା