ଘଟଗାଁ ୨୪ ଫେବୃଆରୀ(ହିସ) ଘସିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରି ଡିହା ପଞ୍ଚାୟତ ସଭାଗୃହରେ
ଲକ୍ଷ ପତି ଦିଦି ଙ୍କ ପାଇଁ ୨ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର କୁ
ଭଣ୍ଡାରିଡିହା ପଞ୍ଚାୟତ ର
ଏମବିକେ ନନ୍ଦିନି ଜେନା ଙ୍କ ସଂଯୋଜନା ରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ
ଭଣ୍ଡାରିଡିହା ସରପଞ୍ଚ କୃଷ୍ଣ ଚନ୍ଦ୍ର ରାଉତ, ସିଆରପି ବର୍ଷାରାଣୀ ନାୟକ, ପଞ୍ଚାୟତ ଗୁପ ଲିଡ଼ର ସୁବ୍ରତ ପୋଥାଳ ପମୁଖ ଯୋଗଦେଇ ସରକାର ଙ୍କ ର ଲକ୍ଷ ପତି ଦିଦି ଯୋଜନା ଓ ଏହାର ସଫଳ ବିନୀ ଯୋଗ କରି ଲାଭବାନ ହେବା ପାଇଁ ଉପସ୍ଥିତି ମହିଳା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।
ଉକ୍ତ ଶବିର ରେ ତାଲିମ ଦାତା ଭାବେ ସ୍ନେହଲତା ପଣ୍ଡା ଯୋଗ ଦେଇ ଲକ୍ଷ ପତି ଦିଦି ହେବା ପାଇଁ ବିଭିନ୍ନ
ଉପାୟ ସଂପର୍କରେ ଆଲୋଚନା କରିଥିଲେ । ଉକ୍ତ ଶିବିରରେ ୫୦ ରୁ ଉର୍ଦ୍ଦ ମହିଳା ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ