ଆତ୍ମହତ୍ୟା ବେଳେ କଟିଲା ଗୋଡ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.) - ପଟିଆ ଷ୍ଟେସନରେ ଅଭାବନୀୟ ଘଟଣା। ଆତ୍ମହତ୍ୟା ବେଳେ କଟିଲା ଗୋଡ। ଘଟଣା ସ୍ଥଳରେ ଇନଫୋସିଟି ପିସିଆର୍ ଓ ଜିଆରପି ପୋଲିସ। ଚିକିତ୍ସା ପାଇଁ ମେଡିକାଲ୍ ପଠାଇଲା ପୋଲିସ। ବ୍ୟକ୍ତିଙ୍କ ପରିଚୟ ଜଣାପଡିନି । ---------------
ଆତ୍ମହତ୍ୟା ବେଳେ କଟିଲା ଗୋଡ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)

- ପଟିଆ ଷ୍ଟେସନରେ

ଅଭାବନୀୟ ଘଟଣା। ଆତ୍ମହତ୍ୟା ବେଳେ କଟିଲା ଗୋଡ। ଘଟଣା ସ୍ଥଳରେ ଇନଫୋସିଟି ପିସିଆର୍ ଓ ଜିଆରପି

ପୋଲିସ। ଚିକିତ୍ସା ପାଇଁ ମେଡିକାଲ୍ ପଠାଇଲା ପୋଲିସ। ବ୍ୟକ୍ତିଙ୍କ ପରିଚୟ ଜଣାପଡିନି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande