ଭୁବନେଶ୍ୱର, 5 ଫେବ୍ରୁଆରି (ହି.ସ.)- ବାରବାଟୀ
ମ୍ୟାଚ ପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି । ଦୀର୍ଘ ସମୟ ଧରି ଲାଇନରେ ଠିଆ ହୋଇଥିବା ଦର୍ଶକ
କିଣିଲେ ଟିକେଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଗତକାଲି ରାତିରୁ ଲାଇନରେ ଠିଆ ହୋଇଥିବା
ଦର୍ଶକ କିଣିଲେ ଫେବୃଆରୀ 9 ତାରିଖରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚର ଟିକେଟ । ଟିକେଟ କିଣିବା ବେଳେ ଭାରୀ ଭୀଡ ଦେଖିବାକୁ ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା