ଗ୍ରାମାଞ୍ଚଳରେ ବେଧଡ଼କ ବିକ୍ରି ହେଉଛି ଅଣବ୍ରାଣ୍ଡେଡ୍ ମୃଦୁପାନୀୟ
ଜୟପୁର 29 ମାର୍ଚ୍ଚ (ହି.ସ.) କୋରାପୁଟ ଜିଲାର ଜିଲ୍ଲାର ୧୪ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବଢିବାରେ ଲାଗିଛି ମୃଦୁ ପାନୀୟ ବିକ୍ରି । ନାମିଦାମୀ କମ୍ପାନୀ ସହ ୨୦ରୁ ଊଦ୍ଧ୍ୱ ନବ୍ରାଣ୍ଡକମ୍ପାନୀର ମୃଦୁ ପାନୀୟ ମିଳୁଛି । ପୂର୍ବ ଅପେକ୍ଷା ନନବ୍ରାଣ୍ଡ ମୃଦୂ ପାନୀୟ ଅଧିକ ବିକ୍ରି ହେଉଛି । ନାମୀଦା
ଗ୍ରାମାଞ୍ଚଳରେ ବେଧଡ଼କ ବିକ୍ରି ହେଉଛି ଅଣବ୍ରାଣ୍ଡେଡ୍ ମୃଦୁପାନୀୟ


ଜୟପୁର 29 ମାର୍ଚ୍ଚ (ହି.ସ.)

କୋରାପୁଟ ଜିଲାର ଜିଲ୍ଲାର ୧୪ଟି ବ୍ଲକର ବିଭିନ୍ନ

ଗ୍ରାମାଞ୍ଚଳରେ ବଢିବାରେ ଲାଗିଛି ମୃଦୁ ପାନୀୟ ବିକ୍ରି । ନାମିଦାମୀ କମ୍ପାନୀ ସହ ୨୦ରୁ ଊଦ୍ଧ୍ୱ ନବ୍ରାଣ୍ଡକମ୍ପାନୀର ମୃଦୁ ପାନୀୟ ମିଳୁଛି । ପୂର୍ବ ଅପେକ୍ଷା ନନବ୍ରାଣ୍ଡ

ମୃଦୂ ପାନୀୟ ଅଧିକ ବିକ୍ରି ହେଉଛି । ନାମୀଦାମୀ କମ୍ପାନୀ ଠାରୁ କମ୍ ଦରରେ ମିଳୁଥିବାରୁ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ ।ଧର୍ମଗଡ ମୁଖ୍ୟ ବଜାର ଅପେକ୍ଷା

ଗ୍ରାମାଞ୍ଚଳରେ ସର୍ବାଧିକ ବିକ୍ରି

ହେଉଛି । ବ୍ଲକର ଉପାନ୍ତ ଅଞ୍ଚଳର କିଛି ହୋଲସେଲ ବ୍ୟବସାୟୀ ଗାଁ ଗାଁ ବୁଲି ଦୋକାନ ଗୁଡିକରେ ଅଧିକ ଲାଭ ଆଶା ଦେଖାଇ ଦୋକାନରେ ନନବ୍ରାଣ୍ଡର ମୃଦୁ ପାନୀୟ ବିକ୍ରି କରୁଛନ୍ତି । କିନ୍ତୁ ଥଣ୍ଡା ପାନୀୟ

ମାନ ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା

ଅଧିକାରୀ ତରଫରୁ କୌଣସି ଦିନ

ଯାଞ୍ଚହେଉନାହିଁ ।

ଯାହାର ସୁଯୋଗ ନେଇ ନାମୀଦାମୀ

କମ୍ପାନୀ ଶହ ପ୍ରତିଯୋଗିତା କରୁଛନ୍ତି

ନନବ୍ରାଣ୍ଡ ମୃଦୂ ପାନୀୟ ପ୍ରସ୍ତୁତ କରୁଥିବା କମ୍ପାନୀ ଓ ଖୁଚୁରା ବ୍ୟବସାୟୀ ଗୋଟିଏ ବୋତଲ ପିଛା ୧୦ଟଙ୍କା, ୨୦ ଟଙ୍କା ବିକ୍ରି କରୁଛନ୍ତି । ନାମୀ ବେଧଡ଼କ ବିକ୍ରି ହେଉଛି । ଅଣବ୍ରାଣ୍ଡେଡ୍ ମୃୁଦୁପାନୀୟଏହା ପିଇବା

ଦୋକାନରେ ଯୋଗ୍ୟ କି ନାହିଁ, ତାହାର ଯାଞ୍ଚ କରାଯାଉନି କି ଆଜି ପର୍ଯ୍ୟନ୍ତ ଗୋଟିଏ ଚଢ଼ାଉ ହୋଇନାହିଁ । କେବଳ ମୁଦୁ ପାନୀୟ ନୁହେଁ, ନିମ୍ନମାନର ପାଣି ବିକ୍ରି ହେଉଛି ।

ସେହିପରି ଅବଧି ଶେଷ ହୋଇଥିବା

ନାମୀଦାମୀ କମ୍ପାନୀର ମୃଦୁ ପାନୀୟ ମଧ୍ୟ ବିକ୍ରି ହେଉଛି । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି । ଅଳ୍ପ ଟଙ୍କା ବିନିଯୋଗରେ

ଘରେ ମୃଦୁ ପାନୀୟ ପ୍ରସ୍ତୁତ କରୁଛନ୍ତି । ବଜାରରେ ମେସିନ, ଷ୍ଟିକର ସହ

ଅନ୍ୟାନ୍ୟ ସୁବିଧାରେ ମିଳିଯାଉଛି । ତେଣୁ ପ୍ରସ୍ତୁତ କର୍ତ୍ତାଙ୍କୁ ସମସ୍ୟା ହେଉନି । ଘରେ ପ୍ରସ୍ତୁତ କରି ଲାଗୋ ଲଗାଇ ମୃଦୁ

ପାନୀୟ ବଜାରକୁ ଛାଡୁଛନ୍ତି । କମ୍‌

ଦରରେ ମିଳୁଥିବାରୁ

ବିଭିନ୍ନ ଗାଁ ଗହଳିରେ ଅଧିକ ବିକ୍ରି

ହେଉଛି । ଏହା ପିଇବା ଦୋକାନରେ

ଯୋଗ୍ୟ କି ନାହିଁ, ତାହାର ଯାଞ୍ଚ

କରାଯାଉନି କି ଆଜି ପର୍ଯ୍ୟନ୍ତ ଗୋଟିଏ

ଚଢ଼ାଉ ହୋଇନାହିଁ । କେବଳ ମୃଦୁ

ପାନୀୟ ନୁହେଁ, ନିମ୍ନମାନର ପାଣି ମଧ୍ୟ

ବିକ୍ରି ହେଉଛି । ସେହିପରି ଅବଧି ଶେଷ

ହୋଇଥିବା ନାମୀଦାମୀ କମ୍ପାନୀର ମୃଦୂ

ପାନୀୟ ମଧ୍ୟ ବିକ୍ରି ହେଉଛି । ଖାଦ୍ୟ

ସୁରକ୍ଷା ବିଭାଗ ପକ୍ଷରୁ କୌଣସି

ପଦକ୍ଷେପ ନିଆଯାଉନି ।

ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କୋରାପୁଟ ଜିଲ୍ଲା ବାସି ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande