ଜୟପୁରରେ ଇଦ ପାଳିତ
ଜୟପୁର, ୩୧ ମାର୍ଚ୍ଚ (ହି.ସ.) - ପବିତ୍ର ଇଦ-ଉଦଲ- ଫିତର ପାଳିତ । ରାମଜାନ ମାସର ପବିତ୍ର ଇଦ, ଇଦ-ଉଲ- ଫିତର ମୁସଲମାନ ମାନେ ଗୋଟିଏ ମାସ ପ୍ରାୟ ଦୈନିକ ପ୍ରାୟ ୧୪ ଘଂଟା ଉପବାସ କରନ୍ତି । ଏହାପରେ ଇଦ ପାଳନ କରନ୍ତି । ଗତ କାଲି ଚାନ୍ଦ ଦେଖିବା ପରେ ଆଜି ଇଦ ପାଳନ କରାଯାଇଛି । ଜୟପୁର ସ୍ଥିତ ଖ୍ରୀଷ୍ଟିଆନପ
ଜୟପୁରରେ ଇଦ ପାଳିତ


ଜୟପୁର, ୩୧ ମାର୍ଚ୍ଚ (ହି.ସ.) - ପବିତ୍ର ଇଦ-ଉଦଲ- ଫିତର ପାଳିତ । ରାମଜାନ ମାସର ପବିତ୍ର ଇଦ, ଇଦ-ଉଲ- ଫିତର ମୁସଲମାନ ମାନେ ଗୋଟିଏ ମାସ ପ୍ରାୟ ଦୈନିକ ପ୍ରାୟ ୧୪ ଘଂଟା ଉପବାସ କରନ୍ତି । ଏହାପରେ ଇଦ ପାଳନ କରନ୍ତି । ଗତ କାଲି ଚାନ୍ଦ ଦେଖିବା ପରେ ଆଜି ଇଦ ପାଳନ କରାଯାଇଛି । ଜୟପୁର ସ୍ଥିତ ଖ୍ରୀଷ୍ଟିଆନପେଟା ଇଦ ଗାହା କୁ ସବୁ ସୁନି ମୁସୁଲିମ ସମାଜର ଛୋଟ ବଡ ସମସ୍ତେ ବହୁତ ଆନ୍ଦନର ସହ ଇଦୁଲଫିତର ନମାଜ ପାଠ କରିଥିଲେ । ସକାଳ ୯ ଟାରେ କାଯ୍ୟଆରମ୍ଭ ହୋଇ କବରସ୍ଥାନକୁ ଯାଇ ପିତୃପୁରୁଷ ଙ୍କ ଆତ୍ମ ଶାନ୍ତି ପାଇ ପାର୍ଥନା କରିଥି ଲେ । ଅପରାହ୍ନ ୧ ଘଂଟାରେ ଶେଷ ହୋଇଥିଲା। ଦେଶରେ ଶାନ୍ତି ବଜାୟ ରହିବା ସହ ଭାଇ ଚାରା ବଜାୟ ରଖିବା ପାଇ ପ୍ରାର୍ଥନା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande