ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ବଡ଼ଜେନାଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.) - ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ବଡ଼ଜେନାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ବଡ଼ଜେନା
ବିଶିଷ୍ଟ ସାହିତ୍ୟିକ     ବ୍ରଜନାଥ ବଡ଼ଜେନାଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)

- ବିଶିଷ୍ଟ

ସାହିତ୍ୟିକ ବ୍ରଜନାଥ ବଡ଼ଜେନାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା

ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।

ନିଜ କାଳଜୟୀ ସାହିତ୍ୟ

ସୃଷ୍ଟି ସହ ଓଡ଼ିଆ ସାହିତ୍ୟର ଗରିମା ବୃଦ୍ଧି କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ

ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande