ବଲାଙ୍ଗିର, 15 ଏପ୍ରିଲ୍ (ହି.ସ.)
ଆଜି ସକାଳ ପ୍ରାୟ ୬.୩୦ ବେଳେ ପାଟଣାଗଡ ବ୍ଲକ ଛକ ରେ ଥିବା ବିଜୁପଟ୍ଟନାୟକ ବି ଙ୍କ
ପ୍ରତିମୂର୍ତ୍ତି କୁ ଆଜି ବଡ଼ି ଭୋର
ପାଟଣାଗଡ଼ ବ୍ଲକ ଛକରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି କୁ ଲାଗିଥିବା ପଲିଥିନ କୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏଠାରେ ଲାଗିଥିବା ସି ସି ଟିଭି ଫୁଟେଜ ରୁ ଜଣା ପଡ଼ିଛି ଜେ ଜୀବନ ସାହୁ ନାମାକ ବାଥର୍ଲା ଗ୍ରାମର ଜଣେ ମାନସିକ ବିକର ଗସ୍ତ ଯୁବକ ବିଜୁ ବାବୁ ଙ୍କ ମୂର୍ତ୍ତି କୁ ପୋଡ଼ି କାଣ୍ଡ ଘଟାଇଥିବା ଜଣପଡିଛି। ପୋଲିସ ସଂପୃକ୍ତ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ