ଭୁବନେଶ୍ୱର, 14 ଏପ୍ରିଲ୍ (ହି.ସ.)- ସମ୍ବଲପୁର
କବରାପାଲିରେ 77 ତମ ରାମ ନବମୀ ଉତ୍ସବ
କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାମ ମନ୍ଦିରରେ
ପ୍ରଭୁ ଶ୍ରୀ ରାମଙ୍କୁ ପୂଜା କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀଙ୍କ ସହ
ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ବିଜେପି ନେତା ନାଉରୀ ନାଏକ ଉପସ୍ଥିତି ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା