ଚୀନ୍ ରେ ରୋବର୍ଟସ୍ ମନୁଷ୍ୟ ସହିତ ଦୌଡିଲା ୨୧ କିଲୋମିଟର
ବେଜିଂ, ୨୦ ଅପ୍ରେଲ (ହି.ସ.)- ଚୀନ୍ ର ରାଜଧାନୀ ବେଜିଂରେ ବିଶ୍ୱର ପ୍ରଥମ ମନୁଷ୍ୟ ଓ ରୋବୋର୍ଟ ମଧ୍ୟରେ ହାଫ୍ ମାରାଥନ୍ ଅନୁଷ୍ଠିତ ହୋଇଛି । ଲୋକ ମାନଙ୍କ ସହିତ ୨୧ ରୋବୋର୍ଟ ୨୧ କିଲୋମିଟରର ଦୌଡ଼ ଲଗାଇଛି । ଏହାକୁ ଦେଖିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅଜବ
ଚୀନ୍ ରେ ରୋବର୍ଟସ୍ ମନୁଷ୍ୟ ସହିତ ଦୌଡିଲା ୨୧ କିଲୋମିଟର


ବେଜିଂ, ୨୦ ଅପ୍ରେଲ (ହି.ସ.)- ଚୀନ୍ ର ରାଜଧାନୀ ବେଜିଂରେ ବିଶ୍ୱର ପ୍ରଥମ ମନୁଷ୍ୟ ଓ ରୋବୋର୍ଟ ମଧ୍ୟରେ ହାଫ୍ ମାରାଥନ୍ ଅନୁଷ୍ଠିତ ହୋଇଛି । ଲୋକ ମାନଙ୍କ ସହିତ ୨୧ ରୋବୋର୍ଟ ୨୧ କିଲୋମିଟରର ଦୌଡ଼ ଲଗାଇଛି । ଏହାକୁ ଦେଖିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅଜବ ଦୌଡ଼ ବେଜିଂର ଦକ୍ଷିଣ- ପୂର୍ବ ୟିଝୁଆଂଗ ଜିଲ୍ଲାରେ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ଦୌଡ଼ର ଉଦ୍ଦ୍ୟୋ ରୋବୋଟିକ୍ସ ଓ ଟେକ୍ନୋଲୋଜି ଦୁନିଆରେ ଚୀନ୍ ର ବିକାଶ ଦେଖାଇବାର ଥିଲା । ଚୀନ୍ ର ନୋଏଟିକ୍ସ ରୋବୋଟିକ୍ସ ଓ ଡ୍ରାୟଡଅପ କମ୍ପାନୀ ଗୁଡିକର ରୋବୋର୍ଟର ଆକୃତି ୧୨୦ ସେ.ମି. ରୁ କମ୍ ଥିଲା । ଯେତେବେଳେକି କେତେକର ଆକୃତି ୧.୮ ମିଟର ଲମ୍ବା ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande