ଦୁଇଟି ସ୍ଥାନରେ ଜବରଦଖଲ ଉଛେଦ କଲା ପୌର ପାଳିକା
ଜୟପୁର, 23 ଏପ୍ରିଲ୍ (ହି.ସ.) ଜୟପୁର ପୌର ପାଳିକା ତରଫରୁ ଆଜି ଦୁଇଟି ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଛି । ଜୟପୁର ପୌରାଞ୍ଚଳ ଡଙ୍ଗାଗୁଡା ର ଉଛେଦ କରାଯାିଛି । ପୌର ପାଳିକା ଜାଗାରେ ଘର ନିର୍ମାଣ କରି ଜବର ଦଖଲ କରିଥିବାରୁ ଉଛେଦ କରାଯାଇଛି । ସେହିପରି ନିଳକଣ୍ଠ ସାଗର ତଟରେ ଥିବା ମନ୍ଦିର କ
ଦୁଇଟି ସ୍ଥାନରେ ଜବରଦଖଲ ଉଛେଦ କଲା ପୌର ପାଳିକା


ଜୟପୁର, 23 ଏପ୍ରିଲ୍ (ହି.ସ.) ଜୟପୁର ପୌର ପାଳିକା ତରଫରୁ ଆଜି ଦୁଇଟି ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଛି । ଜୟପୁର ପୌରାଞ୍ଚଳ ଡଙ୍ଗାଗୁଡା ର ଉଛେଦ କରାଯାିଛି । ପୌର ପାଳିକା ଜାଗାରେ ଘର ନିର୍ମାଣ କରି ଜବର ଦଖଲ କରିଥିବାରୁ ଉଛେଦ କରାଯାଇଛି । ସେହିପରି ନିଳକଣ୍ଠ ସାଗର ତଟରେ ଥିବା ମନ୍ଦିର କୁ ମଧ୍ୟ ଉଛେଦ କରାଯାଇଛି । ଜେସିବି ଦ୍ୱାରା ଉଛେଦ କରାଯାଇଛି । ଏଠାରେ ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ସୁପରଭାଇଜର ହରିହର ଶତପଥି, ପୌର ଅତିରିକ୍ତ କାଯ୍ୟନିବାହୀ ଅଧିକାରି କୃତି ବାସ ସାହୁ ,ପୌର କର୍ମଚାରି ଭୁବନି ହଲବା, ପି ଜଗଦିଶ, ସତ୍ୟ ନାରାୟଣ ପାତ୍ର ସହ ଟାଉନ ପୋଲିସ ଉପସ୍ଥିତ ଥିଲେ । ଜବଦ ଦଖଲ ଉଛେଦ କାଯ୍ୟ ସକାଳ ୮ ଠାରେ ଆରମ୍ଭ ହୋଇ ଅପରାହ୍ନ ୧ ଘଣ୍ଟ ସମୟରେ ଶେଷ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande