ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ମହିଳା ଏନସିସି ପାଇଁ ୨ ଓଡିଶା ଗାଲର୍ସ ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଙ୍କ ପରିଦର୍ଶନ
ଜୟପୁର 23 ଏପ୍ରିଲ୍ (ହି.ସ.)ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଜୟପୁରରେ ମହିଳା ଏନସିସି ଉଇଙ୍ଗ କୁ ପରିଦର୍ଶନ ନମନ୍ତେ କମ।।ଇଣ୍ଡିଙ୍ଗ ଅଫିସର,ଲପଟନାଣ୍ଟ କଣ୍ଣେଲ ରାକେଶ ଚନ୍ଦ୍ର ଭରତଓାଲ ପରିଦର୍ଶନ ରେ ଆସିଥିଲେ । ତାଙ୍କୁ କ୍ୟାଡେଟ ମାନେ ପାଇଲଟିଙ୍ଗ କରି ସ୍ୱାଗତ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳ ସଚିବ
ବିକ୍ରମ ଦେବ    ବିଶ୍ୱ ବିଦ୍ୟାଳୟର ମହିଳା ଏନସିସି ପାଇଁ ୨ ଓଡିଶା ଗାଲର୍ସ ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଙ୍କ ପରିଦର୍ଶନ


ଜୟପୁର 23 ଏପ୍ରିଲ୍ (ହି.ସ.)ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଜୟପୁରରେ ମହିଳା ଏନସିସି ଉଇଙ୍ଗ କୁ ପରିଦର୍ଶନ ନମନ୍ତେ କମ।।ଇଣ୍ଡିଙ୍ଗ ଅଫିସର,ଲପଟନାଣ୍ଟ କଣ୍ଣେଲ ରାକେଶ ଚନ୍ଦ୍ର ଭରତଓାଲ ପରିଦର୍ଶନ ରେ ଆସିଥିଲେ । ତାଙ୍କୁ କ୍ୟାଡେଟ ମାନେ ପାଇଲଟିଙ୍ଗ କରି ସ୍ୱାଗତ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକଙ୍କ ସହ କ୍ୟାଡେଟ ମାନଙ୍କ କିପରି ଅଧିକରୁ ଅଧିକ ଏନସିସିରେ ସଫଳତା ଅର୍ଜନ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ବିଶ୍ୱ ବିଦ୍ୟାଳୟର କ୍ୟାଡେଟ ମାନେ ଏନସିସି ପାଇଁ ସୁନାମ ଅର୍ଜନ କରିଥିବାରୁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୁଭେଛା ଜଣାଇଥିଲେ । ଏନସିସି କ୍ୟାଡେଟ ମାନଙ୍କୁ ନେଇ ଏକ ସଭା ଆୟୋଜନ ହୋଇଥିଲା । ସଭାରେ କୁଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକ ଶୁଭେଛା ଜଣାଇବା ସହିତ ବକ୍ତବ୍ୟ ପ୍ରଦାନ କରିଥିଲେ । କମାଇଣ୍ଡିଙ୍ଗ ଅଫିସର କ୍ୟାଡେଟ ମାନଙ୍କ ସହିତ ପ୍ରଶ୍ନ ଉତ୍ତର ମାଧ୍ୟମରେ ଭାବ ପ୍ରଦାନ ତଥା କ୍ୟାଡେଟ ମାନେ କଣ କଲେ ବା ନିଜକୁ କେମିତି ପ୍ରସ୍‌ୁତ କଲେ ଆରଡିସି ଏବଂ ଟିଏସସି କ୍ୟାମ୍ପ ଯାଇ ପାରିବେ ସେ ବିଷୟ ଅବଗତ କରାଯାଇଥିଲା । ଏହି ସଭାକୁ ସିଟିଓ ସନ୍ତୋଷିନି ମୁଣ୍ଡା ପରିଚାଳନା କରିଥିଲେ । କ୍ୟାଡେଟ ଶକ୍ତି ଶ୍ରେୟା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଦେବସ୍ମିତା ବେନିଆ, ଗୌରି ମୁଦୁଲି, ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande