ଡେପୁଟେସନରେ ଯିବେ ୨ ବରିଷ୍ଠ ଆଇପିଏସ୍‌
ଭୁବନେଶ୍ୱର, ୨୬ ଏପ୍ରିଲ (ହି.ସ.) - କେନ୍ଦ୍ରକୁ ଡେପୁଟେସନରେ ଯିବେ ୨ ବରିଷ୍ଠ ଆଇପିଏସ୍ ଅଧିକାରୀ। ଆଇପିଏସ୍ ରବି କାନ୍ତ ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ । ସେହିପରି ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ର ବିଏସଏଫ୍ ଡିଆଇଜି ଭାବେ ଡେପୁଟେସନରେ ଯିବେ।
ଡେପୁଟେସନରେ ଯିବେ ୨ ବରିଷ୍ଠ ଆଇପିଏସ୍‌


ଭୁବନେଶ୍ୱର, ୨୬ ଏପ୍ରିଲ (ହି.ସ.) - କେନ୍ଦ୍ରକୁ ଡେପୁଟେସନରେ ଯିବେ ୨ ବରିଷ୍ଠ ଆଇପିଏସ୍ ଅଧିକାରୀ।

ଆଇପିଏସ୍ ରବି କାନ୍ତ ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ । ସେହିପରି ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ର ବିଏସଏଫ୍ ଡିଆଇଜି ଭାବେ ଡେପୁଟେସନରେ ଯିବେ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande