ସଂପୋଇ ଠାରେ ସ୍ୱପ୍ନେଶ୍ୱରଙ୍କ ବିଗ୍ରହ ପ୍ରତିଷ୍ଠା
ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ରାମଚନ୍ଦ୍ରପୁର ପଂଚୟତ ର ଛତବର ନିକଟସ୍ଥ ସଂପୋଇ ଠାରେ ବାବା ସ୍ୱପ୍ନେଶ୍ୱର ମହାଦେବ ଙ୍କ ବିଗ୍ରହ ପ୍ରତିଷ୍ଠା କାରାଯାଇଅଛି। ଗ୍ରାମବାସୀଙ୍କ ଆର୍ôଥକ ସହାୟତା ରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମରେ କର୍ତା ଓ କର୍ତୀ ଭାବେ ଅ
SWAPNESWAR NKA BIGRAHA PRATISTHA


ଭଦ୍ରକ, ୨୬ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ରାମଚନ୍ଦ୍ରପୁର ପଂଚୟତ ର ଛତବର ନିକଟସ୍ଥ ସଂପୋଇ ଠାରେ ବାବା ସ୍ୱପ୍ନେଶ୍ୱର ମହାଦେବ ଙ୍କ ବିଗ୍ରହ ପ୍ରତିଷ୍ଠା କାରାଯାଇଅଛି। ଗ୍ରାମବାସୀଙ୍କ ଆର୍ôଥକ ସହାୟତା ରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମରେ କର୍ତା ଓ କର୍ତୀ ଭାବେ ଅଜୟ ରାଉତ ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପ ଲତା ଦାଇତ୍ୱ ନିର୍ବାୟ କରିଥିଲେ। ପୂଜକ ପ୍ରଶାନ୍ତ ପଣ୍ଡା ଓ ମହେଶ୍ୱର ପଣ୍ଡା ଏବଂ ତାଙ୍କ ଟିମ ପୂଜାର୍ଚନା କରିଥିଲେ। ବିଧାୟକ ସଂଜୀବ ମଲ୍ଲିକ ଓ ବିଜେଡି ସଭାପତି ଲଷ୍ମୀଧର ସାହୁ,କଂଗ୍ରେସ ନେତା ନିରଞ୍ଜନ ପଟ ନାୟକ ଓବିଜେପି ନେତା ସୁଧାଂଶୁ ନାୟକ ମଧ୍ୟ ପ୍ରମୁଖ ଯୋଗ ଦେଇ ପ୍ରଭୁକୃପା ଲାଭ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande