ଭୁବନେଶ୍ୱର, 28 ଏପ୍ରିଲ୍ (ହି.ସ.)
- ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ। ଦୁଇ ସେକ୍ସନ ଫୋର୍ସ ପଇଁତରା
ମାରିଲେ ଷ୍ଟେସନରେ। ଆର୍ପିଏଫ୍ ପୋଲିସ ଦ୍ବାରା ହେଲା ଫ୍ଲାଗ ମାର୍ଚ୍ଚ। ପହଲଗାମ ଆତଙ୍କୀ ଆକ୍ରମଣ
ପରେ ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ହାଇ ଆଲର୍ଟ କରାଯାଇଛି। ଷ୍ଟେସନରେ ଥିବା ଲୋକଙ୍କ ପାଇଁ
ସତର୍କ ଜାରି କରିଛନ୍ତି ସରକାର। ଆରପିଏଫ୍ ଆଇଆଇସି ଏବଂ ଏସଆଇ ଫ୍ଲାଗମାର୍ଚ୍ଚରେ ସାମିଲ
ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା