ଜାତିଗତ ଜନଗଣନା ପାଇଁ କେନ୍ଦ୍ରୀୟ ନିଷ୍ପତିକୁ ବିଜେଡିର ସ୍ୱାଗତ
ଭୁବନେଶ୍ୱର, 1 ମେ (ହି.ସ.)- ଜାତିଗତ ଜନଗଣନା ପାଇଁ କେନ୍ଦ୍ରୀୟ ନିଷ୍ପତିକୁ ବିଜେଡି ସ୍ୱାଗତ କରିଛି । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ନବୀନ ବାବୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି। ଏ ସମ୍ପର୍କରେ ସେ ଦୁଇଟି ଚିଠି ଦେଇଥିଲେ। ଏହା ଆମର ଦାବି ଥିଲ
ଜାତିଗତ ଜନଗଣନା ପାଇଁ     କେନ୍ଦ୍ରୀୟ ନିଷ୍ପତିକୁ ବିଜେଡିର ସ୍ୱାଗତ


ଭୁବନେଶ୍ୱର, 1 ମେ (ହି.ସ.)- ଜାତିଗତ

ଜନଗଣନା ପାଇଁ କେନ୍ଦ୍ରୀୟ ନିଷ୍ପତିକୁ ବିଜେଡି ସ୍ୱାଗତ କରିଛି । ବରିଷ୍ଠ ବିଜେଡି ନେତା ଦେବୀ

ପ୍ରସାଦ ମିଶ୍ର କହିଛନ୍ତି ଯେ, ନବୀନ ବାବୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି। ଏ ସମ୍ପର୍କରେ ସେ

ଦୁଇଟି ଚିଠି ଦେଇଥିଲେ। ଏହା ଆମର ଦାବି ଥିଲା। ବିଳମ୍ବରେ ହେଲେ ବି ଏହା ହେଲା। ନ ପହଂଚିବା

ଠାରୁ ବିଳମ୍ବରେ ପହଂଚିବା ଭଲ ବୋଲି କହିଛନ୍ତି ଦେବୀ ମିଶ୍ର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande