ଗଞାମ, ୧ ମଇ (ହି.ସ.)- ଗଂଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡ ଗ୍ରାମର ସି.ଏଚ. ଗୁରେଆ ନିକଟସ୍ଥ କେନାଲକୁ ଯାଇ ମାଛ ମାରୁଥିବାବେଳେ ପାଣିରେ ବୁଡି ଯାଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଗୁରେଆ ପାଣିରେ ଭାସୁଥିବା ଦେଖି ଶବ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ