ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ବିଲଣା କେରଡ଼ିହ ଗ୍ରାମରୁ ପୋଲିସ ଚୋରା ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ୧୭୯/୨୫ ମକଦ୍ଦମା ରୁଜୁ କରାଯାଇ କେରଡ଼ିହ ଗ୍ରାମର ଅରୁଣ କୁମାର ନାୟକ (୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।ପ୍ର
CHORA BIDESI MADA JABAT


ଭଦ୍ରକ, ୧୫ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ବିଲଣା କେରଡ଼ିହ ଗ୍ରାମରୁ ପୋଲିସ ଚୋରା ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ୧୭୯/୨୫ ମକଦ୍ଦମା ରୁଜୁ କରାଯାଇ କେରଡ଼ିହ ଗ୍ରାମର ଅରୁଣ କୁମାର ନାୟକ (୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।ପ୍ରକାଶ ଯେ,ବୁଧବାର ପୂର୍ବାହ୍ନରେ କେରଡ଼ିହ ଗ୍ରାମର ଅରୁଣ କୁମାର ନାୟକ ଚୋରା ବିଦେଶୀ ମଦ ବିକ୍ରିକରିବାକୁ ନେଇଯାଉଥିଲେ ।କୌଣସି ସୂତ୍ରରୁ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଂଚି ୧୫ଲିଟରରୁ ଅଧିକ ବିଦେଶୀ ମଦ (୨୪)ବିଆର ଜବତ କରିବାସହ ଅଭିଯୁକ୍ତ ଅରୁଣକୁ ଗିରଫ କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande