ଖୋର୍ଦ୍ଧାରେ ଉଦଘାଟିତ ହେବ ସ୍ଲିଲ ଅନ୍ ହୁଇଲ ଓ ଏକ ଇଣ୍ଟରନ୍ୟାସନାଲ ସେଣ୍ଟର
ଭୁବନେଶ୍ୱର, 16 ମେ (ହି.ସ.) - ଖୋର୍ଦ୍ଧା ସ୍ଥିତ ନ୍ୟାସନାଲ ସ୍କିଲ ଡେଭଲେପମେଣ୍ଟ ସେଣ୍ଟରରେ ଆଜି ଉଦଘାଟିତ ହେବ ସ୍ଲିଲ ଅନ ହୁଇଲ ଓ ଏକ ଇଣ୍ଟରନ୍ୟାସନାଲ ସେଣ୍ଟର। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଓ ବୈଷୟିକ ମନ୍ତ୍ର
ଖୋର୍ଦ୍ଧାରେ ଉଦଘାଟିତ ହେବ ସ୍ଲିଲ ଅନ୍ ହୁଇଲ ଓ ଏକ ଇଣ୍ଟରନ୍ୟାସନାଲ ସେଣ୍ଟର


ଭୁବନେଶ୍ୱର, 16 ମେ (ହି.ସ.)

- ଖୋର୍ଦ୍ଧା ସ୍ଥିତ ନ୍ୟାସନାଲ ସ୍କିଲ ଡେଭଲେପମେଣ୍ଟ ସେଣ୍ଟରରେ ଆଜି ଉଦଘାଟିତ

ହେବ ସ୍ଲିଲ ଅନ ହୁଇଲ ଓ ଏକ ଇଣ୍ଟରନ୍ୟାସନାଲ

ସେଣ୍ଟର। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ହରିବାବୁ କୁମ୍ଭମପତି

ଓ ବୈଷୟିକ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande