ଭୁବନେଶ୍ୱର, 18 ମେ (ହି.ସ.)
- ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁରକାରଣ ଅସ୍ପଷ୍ଟ ରହିଛି । ସେ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ୩ଦିନ ପୂର୍ବରୁ ନିଖୋଜ
ଥିଲେ । ଏଭଳିଘଟଣା ଘଟିଛି ଲରମ୍ଭା ଥାନା
ଘସିଏନରେ ।ମୃତକ ହେଲେ ଲରମ୍ଭା ଥାନା
ଘସିଏନ ଗାଁର ଦୁଲ୍ଲଭ ଭୋଇଙ୍କ ପୁଅ ଭକ୍ତ ରାମ ଭୋଇ । ଅନ୍ୟପଟେ ପରିବାର ଲୋକ ହତ୍ୟା ଅଭିଯୋଗ
ଆଣିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା