ଭୁବନେଶ୍ୱର, 11 ଜୁନ୍ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ
ଭକ୍ତଙ୍କ ଭିଡ଼ ଜମିଛି । ଭକ୍ତଙ୍କ ଗହଳିକୁ ଦେଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଗ୍ରହଣ କରାଯାଇଛି । ଏଆଇକ୍ୟାମେରା ନଜରରେ ପୁରୀ ସହର । ଶ୍ରୀକ୍ଷେତ୍ର
ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା