ଭୁବନେଶ୍ୱର, ୧୩ ଜୁନ୍ (ହି.ସ.)- ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
14 Jun 2025
କେନ୍ଦୁଝର, 13 ଜୁନ୍ (ହି.ସ.) ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଠି ଫାଣ୍ଡି ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ୩ଜଣ ଯୁବକଙ୍କ ମୃତ ହୋଇଛି । ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ଛକରେ ଅଜଣା ଗାଡ଼ି ଧକ୍କାରେ ବାଇକରେ କେନ୍ଦୁଝର ..
ଭୁବନେଶ୍ୱର, 14 ଜୁନ (ହି.ସ.) କେନ୍ଦୁଝର ଜିଲ୍ଲାର ଶୁଆକାଟୀରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ସନତ ନାୟକ, ବିଭୁ ବାରିକ ଓ ସିପୁନ ନାୟକଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ..
13 Jun 2025
ଜୟପୁର, ୧୩ ଜୁନ୍ (ହି.ସ.) - ତିନିରୁ ୪ ଦିନ ହେବ ଟାଙ୍କୁଆ ଓ ଡଙ୍ଗରଛିଂଚ ପଂଚାୟତ ଲ୍ୟାମ୍ପସ ମଣ୍ଡିରୁ କେଜିଏ ଧାନ ଉଠିନି। ଆଦ୍ରତା ଠିକ ଥିଲେ ବି କୁଇଂଟାଲ ପିଛା ୫ କେଜି ଓ ଠିକ ନଥିଲେ ୧୦ କେଜି କାଟିବାକୁ ଅଡିବସିଛନ୍ତି ମିଲର। ଏଫଏକ୍ୟୁ ମାନର ଧାନରେ କଟନି ଛଟନି କରିବାକୁ ଚାଷୀ ମନା କରିବାରୁ ଉଠାଉନାହ..
ଧର୍ମଶାଳା,୧୩ଜୁନ୍(ହି.ସ.) - ଯାଜପୁର ଜିଲା ବରୁହାଁ ଦଶହରା ପଡିଆରେ ଆଜି ବିଜୁ ଜନତା ଦଳର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା । ୧ ବର୍ଷର ସରକାରକୁ କଡା ସମାଲୋଚନା କରିବା ସହ ଏହାକୁ ଆଗକୁ ଆହୁରୀ ତୀବ୍ରତର କରାଯିବ ବୋଲି କହିଛି ବିଜେଡି ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha