ନୂଆଦିଲ୍ଲୀ, 14 ଜୁନ୍ (ହି.ସ.)
-ଦେଶରେ କରୋନା ସଂକ୍ରମଣ
ଦିନକୁ ଦିନ ବୃଦ୍ଧି ପାଉଛି। ଶନିବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି
କରାଯାଇଥିବା ତଥ୍ୟାନୁସାରେ, ଦେଶରେ କରୋନାର ସକ୍ରିୟ ଆକ୍ରାନ୍ତଙ୍କ
ସଂଖ୍ୟା 7400 ହୋଇଛି। xf24
ଘଣ୍ଟାରେ
269 ନୂଆ ମାମଲା ସାମ୍ନାକୁ ଆସିଛି। ଏହି ସମୟରେ 9
ଜଣ
କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିରେ କେରଳରୁ 3
ଜଣ,
ମହାରାଷ୍ଟ୍ରରୁ
4 ଜଣ, ରାଜସ୍ଥାନ ଓ ତମିଳନାଡୁରୁ ଜଣଙ୍କର ମୃତ୍ୟୁ
ହୋଇଛି। ମନ୍ତ୍ରଣାଳୟ ଅନୁସାରେ, କରୋନାରେ ମୃତ୍ୟୁ ହୋଇଥିବା ରୋଗୀମାନଙ୍କ
ମଧ୍ୟରେ ଅନ୍ୟାନ୍ୟ ଗୁରୁତର ରୋଗ ମଧ୍ୟ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା