ଭୁବନେଶ୍ୱର, 19 ଜୁନ୍ (ହି.ସ.)- ରକ୍ତ ଶିକୁଳି
ରୋଗ ନିରାକରଣ ସମ୍ପର୍କରେ ସଚେତନତାକୁ ବ୍ୟାପକ କରିବାକୁ ପ୍ରଭାତି ପରିଡା ଆହ୍ୱାନ ଦେଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ଏକ ସୁସ୍ଥ ଓ
ସମୃଦ୍ଧ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ନେଇ ସିକଲସେଲ ବା ରକ୍ତ ଶିକୁଳି ରୋଗ ନିରାକରଣ ସମ୍ପର୍କରେ
ସଚେତନତାକୁ ବ୍ୟାପକ କରିବା ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୨୦୪୭ ସୁଦ୍ଧା ସିକଲସେଲ ମୁକ୍ତ
ଭାରତ ଗଠନରେ ସହଭାଗୀ ହେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା