କଂଗ୍ରେସ ମଡେଲ ବିଜେପି ମଡେଲଠୁ ହଜାରେ ଗୁଣରେ ଭଲ ଥିଲା- ଭକ୍ତ ଦାସ
ଭୁବନେଶ୍ୱର, 21 ଜୁନ୍ (ହି.ସ.)- ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରିବା ପ୍ରସଙ୍ଗରେ କାଉଣ୍ଟର କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ କହିଛନ୍ତି କଂଗ୍ରେସ ମଡେଲ ବିଜେପି ମଡେଲଠୁ ହଜାରେ ଗୁଣ ଭଲ ଥିଲା । ଲୋକଙ୍କୁ ଏବେ ବିଶୁଦ୍ଧ
କଂଗ୍ରେସ ମଡେଲ ବିଜେପି     ମଡେଲଠୁ ହଜାରେ ଗୁଣରେ ଭଲ ଥିଲା- ଭକ୍ତ ଦାସ


ଭୁବନେଶ୍ୱର, 21 ଜୁନ୍ (ହି.ସ.)- ନିଜ ଅଭିଭାଷଣରେ

ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ

କରିବା ପ୍ରସଙ୍ଗରେ କାଉଣ୍ଟର କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ କହିଛନ୍ତି କଂଗ୍ରେସ ମଡେଲ ବିଜେପି ମଡେଲଠୁ ହଜାରେ ଗୁଣ ଭଲ ଥିଲା

ଲୋକଙ୍କୁ ଏବେ ବିଶୁଦ୍ଧ

ପିଇବା ପାଣି ମିଳୁ ନାହିଁ । 20 ହଜାର ମହିଳା ଶିଶୁ ନିଖୋଜ । କୌଣସି କମିଟି ଗଠନ ହେଲା ନାହିଁ ।

କେଉଁଠି ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହେଉଛି ତ କେଉଁଠି ସ୍କୁଲ ଛାତ୍ରୀ ଗର୍ଭବତୀ ହେଉଛନ୍ତି ।

ଏହା କଣ ସୁଶାସନ । ହୀରାକୁଦରୁ ଏମ୍ସ ପର୍ଯ୍ୟନ୍ତ ଓଡିଶାର ଯାହା ବୃହତ ପ୍ରକଳ୍ପ କଂଗ୍ରେସ ଦେଇଛି

। କଂଗ୍ରେସ ସମୟରେ ବିଭିନ୍ନ ସ୍କିମରେ ଲୋକଙ୍କ ପାଇଁ ଆସୁଥିବା ଟଙ୍କାକୁ ବନ୍ଦ କରି ଦିଆଯାଇଛି

ବୋଲି ଭକ୍ତ ଦାସ ଅଭିଯୋଗ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande