ଯୋଗକୁ ଦିନଚର୍ଯ୍ୟାରେ ସାମିଲ କରିବାକୁ ଆହ୍ୱାନ ଦେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 21 ଜୁନ୍ (ହି.ସ.) - ଯୋଗକୁ ଦିନଚର୍ଯ୍ୟାରେ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗଦିବସରେ ରାଜ୍ୟବାସୀଙ୍କୁ ଏବଂ ସମସ୍ତ
ଯୋଗକୁ ଦିନଚର୍ଯ୍ୟାରେ     ସାମିଲ କରିବାକୁ ଆହ୍ୱାନ ଦେଲେ ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, 21 ଜୁନ୍ (ହି.ସ.)

- ଯୋଗକୁ ଦିନଚର୍ଯ୍ୟାରେ

ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗଦିବସରେ

ରାଜ୍ୟବାସୀଙ୍କୁ ଏବଂ ସମସ୍ତ ଯୋଗ ସାଧକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।

ସେ କହିଛନ୍ତି ଯେ, ଭାରତର

ଋଷି ପରମ୍ପରାର ଅମୂଲ୍ୟ ଉପହାର ଯୋଗ ବିଶ୍ୱକୁ ମାନସିକ, ଆଧ୍ୟାତ୍ମିକ ଓ ଶାରିରୀକ ଉନ୍ନୟନର

ରାସ୍ତା ଦେଖାଇଛି ।

ଆସନ୍ତୁ ଯୋଗକୁ ନିଜ

ଦିନଚର୍ଯ୍ୟାରେ ସାମିଲ କରି ସୁସ୍ଥ ସମାଜର ନିର୍ମାଣରେ ସହଭାଗି ହେବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande