କତାରକୁ ବିମାନ ବାତିଲ ହେବା ଫଳରେ କାଠମାଣ୍ଡୁ ବିମାନବନ୍ଦରରେ ରାତ୍ରୀ ଯାପନ କଲେ ଯାତ୍ରୀ
କାଠମାଣ୍ଡୁ, 24 ଜୁନ (ହି.ସ)-କତାରରେ ଆମେରିକୀୟ ବେସ ଉପରେ ଇରାନର ଆକ୍ରମଣ ପରେ କତର ଦ୍ୱାରା ଏହାର ଏୟାରସ୍ପେସ ବନ୍ଦ କରିଦେବାରୁ ଗତ ରାତିରେ କାଠମାଣ୍ଡୁରୁ ଦୋହା ଯାଉଥିବା ସମସ୍ତ ବିମାନ ଉଡାଣ ବାତିଲ କରାଯାଇଛି।ଏହି କାରଣରୁ କତର ଯାଉଥିବା ଯାତ୍ରୀମାନଙ୍କୁ ସମ
କତାରକୁ ବିମାନ ବାତିଲ ହେବା ଫଳରେ କାଠମାଣ୍ଡୁ ବିମାନବନ୍ଦରରେ ରାତ୍ରୀ ଯାପନ କଲେ ଯାତ୍ରୀ


କାଠମାଣ୍ଡୁ, 24 ଜୁନ (ହି.ସ)-କତାରରେ ଆମେରିକୀୟ ବେସ ଉପରେ ଇରାନର

ଆକ୍ରମଣ ପରେ କତର ଦ୍ୱାରା ଏହାର

ଏୟାରସ୍ପେସ ବନ୍ଦ କରିଦେବାରୁ ଗତ ରାତିରେ

କାଠମାଣ୍ଡୁରୁ ଦୋହା ଯାଉଥିବା ସମସ୍ତ ବିମାନ ଉଡାଣ ବାତିଲ କରାଯାଇଛି।ଏହି କାରଣରୁ କତର ଯାଉଥିବା

ଯାତ୍ରୀମାନଙ୍କୁ ସମଗ୍ର ରାତି ଏୟାରପୋର୍ଟରେ ବିତାଇବାକୁ ପଡିଲା।କାଠମାଣ୍ଡୁରୁ ତ୍ରିଭୁବନଆନ୍ତର୍ଜାତୀୟବିମାନବନ୍ଦରରୁ ଦୋହାକୁ ଉଡାଣ କରିବାକୁ ଥିବା କତର ଏୟର ,ଜଜୀରା ଏୟାର,ନେପାଳ

ଏୟାରଲାଇନ୍ସ ସମେତ କିଛି ଅନ୍ୟ ବିମାନ ଉଡାଣ କରିପାରି ନଥିଲେ,ଯାହା ଫଳରେ ଏହି ବିମାନଗୁଡିକରେ

ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ରାତି ବିତାଇବାକୁ ପଡିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande