ଭୁବନେଶ୍ୱର, 28 ଜୁନ୍ (ହି.ସ.)- ରଥ ଟାଣିଲେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି। ଏହି ଅବସରରେ
ଉପମୁଖ୍ୟମନ୍ତ୍ରୀ ଭକ୍ତଙ୍କ ସହ ସାମିଲ୍ ହୋଇ ରଥ ଟାଣିଛନ୍ତି ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ
କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା