ଭୁବନେଶ୍ବରରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ୱର, 3 ଜୁନ୍ (ହି.ସ.) - ଭୁବନେଶ୍ବରରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ । ବର୍ଷାରେ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ସମାଧାନ ନେଇ ଆଲୋଚନା କଲେ ।
ଭୁବନେଶ୍ବରରେ କୃତ୍ରିମ     ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ


ଭୁବନେଶ୍ୱର, 3 ଜୁନ୍ (ହି.ସ.)

- ଭୁବନେଶ୍ବରରେ

କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କଲେ ମନ୍ତ୍ରୀ । ବର୍ଷାରେ ପାଣି ଜମୁଥିବା ସ୍ଥାନଗୁଡ଼ିକୁ

ଯାଇ ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ

ସମାଧାନ ନେଇ ଆଲୋଚନା କଲେ । ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, ଭୋଇନଗରରେ ସମୀକ୍ଷା

କରିଛନ୍ତି । ରାଜୀବ ନଗର ଓ ରୁଦ୍ରପୁର ପରିଦର୍ଶନ ମଧ୍ୟ କରିଥିଲେ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande