ରାଜ୍ୟରେ ଅନାଥଙ୍କ ସର୍ଭେ କରିବେ ସରକାର
ଭୁବନେଶ୍ୱର, 3 ଜୁନ୍ (ହି.ସ.)- ରାଜ୍ୟରେ ଅନାଥଙ୍କ ସର୍ଭେ କରିବେ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାର ଅଙ୍ଗନୱାଡିକର୍ମୀଙ୍କ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଅନାଥ ଏବଂ ଏକକ ପିତାମାତା ପିଲା ଏବଂ ସ
ରାଜ୍ୟରେ ଅନାଥଙ୍କ ସର୍ଭେ     କରିବେ ସରକାର


ଭୁବନେଶ୍ୱର, 3 ଜୁନ୍ (ହି.ସ.)- ରାଜ୍ୟରେ

ଅନାଥଙ୍କ ସର୍ଭେ କରିବେ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାର

ଅଙ୍ଗନୱାଡିକର୍ମୀଙ୍କ ମାଧ୍ୟମରେ ସମ୍ପୃକ୍ତ

ଜିଲ୍ଲାର ଅନାଥ ଏବଂ ଏକକ ପିତାମାତା ପିଲା ଏବଂ ସେମାନଙ୍କ ପରିବାରର ସର୍ଭେ କରାଯିବ। ଜିଲ୍ଲା କାର୍ଯ୍ୟକର୍ତ୍ତା ଯେପରିକି ଡିଏସଡବ୍ଲୁଓଏସ, ଆଇସିଡିଏସସୁପରଭାଇଜର, ସିଡିପିଓଏସଏବଂ ଡିସିପିଓଙ୍କୁ

ସର୍ଭେ ପ୍ରକ୍ରିୟା ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି। ଅଙ୍ଗନୱାଡି କର୍ମୀମାନେ ସଠିକ୍ ଏବଂ

ପ୍ରକୃତ ସୂଚନା ସଂଗ୍ରହ କରିବା ନେଇ ନିର୍ଦେଶ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande