ଭୁବନେଶ୍ୱର, 3 ଜୁନ୍ (ହି.ସ.)- ଆଜି ଦିନ 11ଟା 30 ସୁଦ୍ଧା ରାଜଧାନୀର
ତାପମାତ୍ରା 36.6 ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ବାଲେଶ୍ୱରର ତାପମାତ୍ରା 38.4 ଡିଗ୍ରୀ ସେଲସିୟସ
ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରର ତାପମାତ୍ରା 37.2 ଡିଗ୍ରୀ ସେଲସିୟସ , ଭୁବନେଶ୍ୱରର ତାପମାତ୍ରା 36.6 ଡିଗ୍ରୀ ସେଲସିୟସ,
ଝାରସୁଗୁଡାର ତାପମାତ୍ରା 36.4 ଡିଗ୍ରୀ ସେଲସିୟସ, ପୁରୀର ତାପମାତ୍ରା 36.4 ଡିଗ୍ରୀ ସେଲସିୟସ,
ପାରାଦ୍ୱୀପର ତାପମାତ୍ରା 34.4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା