ଭୁଲ ଇଂଜେକସନ ଯୋଗୁ ରୋଗୀ ମୃତ୍ୟୁ ଘଟଣାରେ ଆକ୍ସନ ନେବା ଦରକାର- ପ୍ରକାଶ ସୋରେନ
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୁଲ ଇଞ୍ଜେକସନରେ ରୋଗୀ ମୃତ୍ୟୁ ଘଟଣା । ବିଜେପି ବିଧାୟକ ପ୍ରକାଶ ସୋରେନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ତଦନ୍ତ ପରେ କେଉଁଠି ତ୍ରୁଟି ରହିଲା ଜଣାପଡ଼ିବ । ତଦନ୍ତ ପରେ ରିପୋର୍ଟ ଆଧାରରେ ଆକ୍
ଭୁଲ ଇଂଜେକସନ ଯୋଗୁ ରୋଗୀ ମୃତ୍ୟୁ ଘଟଣାରେ ଆକ୍ସନ ନେବା ଦରକାର- ପ୍ରକାଶ ସୋରେନ


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୁଲ ଇଞ୍ଜେକସନରେ ରୋଗୀ ମୃତ୍ୟୁ ଘଟଣା । ବିଜେପି ବିଧାୟକ ପ୍ରକାଶ ସୋରେନ

ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ତଦନ୍ତ ପରେ କେଉଁଠି ତ୍ରୁଟି ରହିଲା ଜଣାପଡ଼ିବ । ତଦନ୍ତ ପରେ ରିପୋର୍ଟ ଆଧାରରେ ଆକ୍ସନ ନେବା

ଦରକାର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande