ମହିଳା ଙ୍କୁ ନିର୍ଯ୍ୟାତନା, ଜୟପୁର ମହିଳା ଥାନାରେ ଅଭିଯୋଗ
ଜୟପୁର, 11 ଜୁଲାଇ (ହି.ସ.)ମହିଳା ଙ୍କୁ ଯୌତୁକ ନିଯ୍ୟାତନା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁଯାଇ କୋରାପୁଟ ସଦର ଥାନା ଅନ୍ତର୍ଗତ ଚିତେଇ ଗ୍ରାମର ଜାନକି ଖେମୁଣ୍ଡୁ ଗତ ୪ ବର୍ଷ ତଳେ ପଇତାପୁଟ ଗ୍ରାମର ପ୍ରତିମ ଖରାକୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଓ ନଣନ୍ଦ ମହିଳାଙ୍କୁ ଶା
ମହିଳା ଙ୍କୁ ନିର୍ଯ୍ୟାତନା, ଜୟପୁର ମହିଳା ଥାନାରେ ଅଭିଯୋଗ


ଜୟପୁର, 11 ଜୁଲାଇ (ହି.ସ.)ମହିଳା ଙ୍କୁ ଯୌତୁକ ନିଯ୍ୟାତନା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁଯାଇ କୋରାପୁଟ ସଦର ଥାନା ଅନ୍ତର୍ଗତ ଚିତେଇ ଗ୍ରାମର ଜାନକି ଖେମୁଣ୍ଡୁ ଗତ ୪ ବର୍ଷ ତଳେ ପଇତାପୁଟ ଗ୍ରାମର ପ୍ରତିମ ଖରାକୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଓ ନଣନ୍ଦ ମହିଳାଙ୍କୁ ଶାରିରିକ , ମାନସିକ ସହ ଯୌତୁକ ନିଯ୍ୟାତନା ଦେଉଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ୧୦୩/ ୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ମହିଳା ପୋଲିସ ତରଫରୁ ସୁଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande