ପାଳନ ହେବ ହରିଚନ୍ଦନପୁର ପ୍ରେସ କ୍ଲବର ବାର୍ଷିକ ଉତ୍ସବ
କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଆସନ୍ତା କାଲି ହରିଚନ୍ଦନପୁର ପ୍ରେସ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ସ୍ଥାନୀୟ ହରିଚନ୍ଦନପୁର ମହାବିଦ୍ୟାଳୟ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେବାକୁ ଥିବା ବେଳେ ବହୁ ପ୍ରତିଷ୍ଠିତ ସାମ୍ବାଦିକ ସମାଜ
ପାଳନ ହେବ ହରିଚନ୍ଦନପୁର ପ୍ରେସ କ୍ଲବର ବାର୍ଷିକ ଉତ୍ସବ


କେନ୍ଦୁଝର, ୧୨ ଜୁଲାଇ (ହି.ସ.) - ଆସନ୍ତା କାଲି ହରିଚନ୍ଦନପୁର ପ୍ରେସ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ସ୍ଥାନୀୟ ହରିଚନ୍ଦନପୁର ମହାବିଦ୍ୟାଳୟ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେବାକୁ ଥିବା ବେଳେ ବହୁ ପ୍ରତିଷ୍ଠିତ ସାମ୍ବାଦିକ ସମାଜସେବୀ ଯୋଗ ଦେବେ ବୋଲି ସମ୍ପାଦକ ପ୍ରଶାନ୍ତ ନାଏକ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande