ଧର୍ମଶାଳା,୧୨ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଯୋକଡିଆଠାରେ ଭରା ଖରସ୍ରୋତା ନଦୀ ଭିତରକୁ ଡେଉଁ ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ ହେଲେ ସ୍ଥାନୀୟ ରାଛିପୁର ଗ୍ରାମର ବୋଳି ଜଣାପଡିଛି । ତେବେ ସେ କେଉଁ କାରଣରୁ ନଦୀକୁ ଡେଇଁ ପଡିଲେ ତାହା ଜଣାପଡି ନାହିଁ । ରସୁଲପୁର ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗିଛି । ରିପୋର୍ଟ ଲେଖା ହେବା ଯାଏ ନିଖୋଜ ଯୁବକର ପତା ମିଳି ପାରି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ