କାଦଗଡ଼ ଗ୍ରାମର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ସିଲାଇ ମେସିନ ବଣ୍ଟନ କଲେ ସାଂସଦ ପ୍ରତିନିଧି
କେନ୍ଦୁଝର, ୧୪ ଜୁଲାଇ (ହି.ସ.)- କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସାଂସଦଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତିରେ କାଦଗଡ଼ ଗ୍ରାମର କିଛି ମହିଳା ମାନଙ୍କୁ ସିଲାଇ ମେସିନ ବଣ୍ଟନ କରାଯାଇଛି। ମହିଳା ମାନଙ୍କୁ ସଶକ୍ତ କରିବା ସହିତ ଆତ୍ମନିର୍ଭର ହେବା ପାଇଁ ସାଂସଦଙ୍କ ଏହି ପ୍ରୟା
Swing machine distibute


କେନ୍ଦୁଝର, ୧୪ ଜୁଲାଇ (ହି.ସ.)- କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସାଂସଦଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତିରେ କାଦଗଡ଼ ଗ୍ରାମର କିଛି ମହିଳା ମାନଙ୍କୁ ସିଲାଇ ମେସିନ ବଣ୍ଟନ କରାଯାଇଛି। ମହିଳା ମାନଙ୍କୁ ସଶକ୍ତ କରିବା ସହିତ ଆତ୍ମନିର୍ଭର ହେବା ପାଇଁ ସାଂସଦଙ୍କ ଏହି ପ୍ରୟାସ ଜାରି ରହିବ ବୋଲି ସାଂସଦ ପ୍ରତିନିଧି ହରିହର ମହାନ୍ତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ବରୋଦା ପ୍ରସାଦ ସାହୁ, ଜ୍ଞାନରଞ୍ଜନ ସାମନ୍ତସିଂହାର, ଟୁକୁନା ମହାନ୍ତ ପ୍ରମୁଖ ତଥା ସଂସଦଙ୍କ ଜିଲ୍ଲା ଏବଂ ବ୍ଲକର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande