ଆଜିଠୁ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେବ ସାହାଣୀ କପ୍ ଜୋନାଲ ଟୁର୍ଣ୍ଣାମେଣ୍ଟ
କେନ୍ଦୁଝର, ୧୬ ଜୁଲାଇ (ହି.ସ.)- ଆଜି ଅପରାହ୍ନରୁ ଜିଲ୍ଲାରେ ଆରମ୍ଭ ହେବ ପ୍ରତିଷ୍ଠିତ ସାହାଣୀ କପ୍ ଜୋନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ସ୍ଥାନୀୟ ଷ୍ଟାଡିୟମ୍ ଠାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଗୁଡିକରେ ୮ଟି ଦଳ ସାମିଲ ହେବେ। ଏନେଇ ପ୍ରକାଶ କରିଛନ୍ତି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଜନାର୍ଦ୍ଦନ ଦା
ଆଜିଠୁ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେବ ସାହାଣୀ କପ୍ ଜୋନାଲ ଟୁର୍ଣ୍ଣାମେଣ୍ଟ


କେନ୍ଦୁଝର, ୧୬ ଜୁଲାଇ (ହି.ସ.)- ଆଜି ଅପରାହ୍ନରୁ ଜିଲ୍ଲାରେ ଆରମ୍ଭ ହେବ ପ୍ରତିଷ୍ଠିତ ସାହାଣୀ କପ୍ ଜୋନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ସ୍ଥାନୀୟ ଷ୍ଟାଡିୟମ୍ ଠାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଗୁଡିକରେ ୮ଟି ଦଳ ସାମିଲ ହେବେ। ଏନେଇ ପ୍ରକାଶ କରିଛନ୍ତି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଜନାର୍ଦ୍ଦନ ଦାସ। ଏହା ସହ କେନ୍ଦୁଝର ଜିଲ୍ଲାରେ ଦୁଇଟି ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande