୧୦ କୁଇଣ୍ଟାଲ ଖଇର ଗଣ୍ଡି ସହିତ ଗାଡ଼ି ଜବତ, ଜଣେ ଅଟକ
ବଲାଙ୍ଗିର, ୨୯ ଜୁଲାଇ (ହି.ସ.)- ଗତ ୨୮ ତାରିଖ ରାତି ୨ଟା ବେଳେ ଲାଠୋର୍ ରେଞ୍ଜ ଅନ୍ତର୍ଗତ ଲାନ୍ଥ ପୋଲ ନିକଟରେ ୧୦ କୁଇଣ୍ଟାଲ ଖଇର ଗଣ୍ଡି ଲୋଡ ହୋଇଥିବା ଓ ଡି ୦୩ ଟି ୧୪୭୩ ନମ୍ବର ଗାଡ଼ିକୁ ବନ ବିଭାଗ କର୍ମଚାରୀ ମାନେ ରାତି ପେଟ୍ରୋଲିଂ ବେଳେ ଜବତ କରିଛନ୍ତି। ଏ ସଂପର୍କରେ ଜଣକୁ ଅଟକ ରଖାଯାଇ ଜବତ ଜିନିଷ
୧୦ କୁଇଣ୍ଟାଲ ଖଇର ଗଣ୍ଡୀ  ସହିତ ଗାଡ଼ି ସହିତ ଜବତ ଜଣକୁ ଅଟକ


୧୦ କୁଇଣ୍ଟାଲ ଖଇର ଗଣ୍ଡୀ  ସହିତ ଗାଡ଼ି ସହିତ ଜବତ ଜଣକୁ ଅଟକ


୧୦ କୁଇଣ୍ଟାଲ ଖଇର ଗଣ୍ଡୀ  ସହିତ ଗାଡ଼ି ସହିତ ଜବତ ଜଣକୁ ଅଟକ


ବଲାଙ୍ଗିର, ୨୯ ଜୁଲାଇ (ହି.ସ.)- ଗତ ୨୮ ତାରିଖ ରାତି ୨ଟା ବେଳେ ଲାଠୋର୍ ରେଞ୍ଜ ଅନ୍ତର୍ଗତ ଲାନ୍ଥ ପୋଲ ନିକଟରେ ୧୦ କୁଇଣ୍ଟାଲ ଖଇର ଗଣ୍ଡି ଲୋଡ ହୋଇଥିବା ଓ ଡି ୦୩ ଟି ୧୪୭୩ ନମ୍ବର ଗାଡ଼ିକୁ ବନ ବିଭାଗ କର୍ମଚାରୀ ମାନେ ରାତି ପେଟ୍ରୋଲିଂ ବେଳେ ଜବତ କରିଛନ୍ତି। ଏ ସଂପର୍କରେ ଜଣକୁ ଅଟକ ରଖାଯାଇ ଜବତ ଜିନିଷକୁ ରେଞ୍ଜ କାର୍ଯ୍ୟ lଳୟକୁ ଅଣାଯାଇ ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande