ଲଗାଣ ବର୍ଷା: ଫୁଲଝର ଛେଳିଆବେଡା ରାସ୍ତା ଅବରୋଧ
କେନ୍ଦୁଝର, 5 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା। ଏହି ବର୍ଷା ଯୋଗୁଁ ନଦୀ ନାଳ ସବୁଠି ପାଣି ଭରି ରହିଲାଣି। ଆଜି କେନ୍ଦୁଝର ବାଂଶପାଳକୁ ସଂଯୋଗ କରୁଥିବା ଫୁଲଝର ଛେଳିଆବେଡା ରାସ୍ତା ମଝିରେ ନାଳ ପାଣି ବଢ଼ି ରାସ୍ତା ଉପରେ ଦୁଇ ଫୁଟ ଉପରେ ପାଣି ଚାଲିଛି। ଏହା ଫଳରେ ଯାତାୟ
ଲଗାଣ ବର୍ଷା: ଫୁଲଝର ଛେଳିଆବେଡା ରାସ୍ତା ଅବରୋଧ


କେନ୍ଦୁଝର, 5 ଜୁଲାଇ (ହି.ସ.)

କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା। ଏହି ବର୍ଷା ଯୋଗୁଁ ନଦୀ ନାଳ ସବୁଠି ପାଣି ଭରି ରହିଲାଣି। ଆଜି କେନ୍ଦୁଝର ବାଂଶପାଳକୁ ସଂଯୋଗ କରୁଥିବା ଫୁଲଝର ଛେଳିଆବେଡା ରାସ୍ତା ମଝିରେ ନାଳ ପାଣି ବଢ଼ି ରାସ୍ତା ଉପରେ ଦୁଇ ଫୁଟ ଉପରେ ପାଣି ଚାଲିଛି। ଏହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande