ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)
-ବିଜେଡ଼ିକୁ କଡ଼ା
ଜବାବ ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କହିଲେ, ତାଙ୍କ ସରକାରରେ କଣ ହେଉଥିଲା, ଅରୁଣ ସାହୁ ଭଲ ଭାବେ ଜାଣିଛନ୍ତି । ଲୋକ ପ୍ରତିନିଧି ମାନେ ଟେଣ୍ଟ
ବାନ୍ଧୁଥିଲେ । ତେଣୁ ତାଙ୍କୁ ସେକଥା ଆଉ ମନେ ପକେଇଦେବାକୁ ଚାହୁଁ ନାହିଁ । ଆମ ସରକାର ଲୋକଙ୍କ
ସରକାର । ଲୋକଙ୍କ ପାଇଁ ଯାହା ଆବଶ୍ୟକ ତାହା ଆମ ସରକାର କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା