ବିନା  ଅନୁମତିରେ ଖୋଲିଥିବା ଘରୋଇ ସ୍କୁଲ ଗୁଡିକ ଉପରେ ହେବ ଆକ୍ସନ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ବିନା ଅନୁମତିରେ ଖୋଲିଥିବା ଘରୋଇ ସ୍କୁଲ ଗୁଡିକ ଉପରେ ହେବ ଆକ୍ସନ । ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି କରିଛି । ଆରଟିଇଆକ୍ଟ ଅନୁଯାୟୀ ଯେଉଁ ଘରୋଇ ସ୍କୁଲ ବିନା ଅନୁମତିରେ ଚଳାଉଥିବା ବା ରିନ୍ୟୁଆଲ ନ କରି ଚଳାଉଥିଲେ ହେବ
ବିନା  ଅନୁମତିରେ ଖୋଲିଥିବା ଘରୋଇ ସ୍କୁଲ ଗୁଡିକ ଉପରେ ହେବ ଆକ୍ସନ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ବିନା ଅନୁମତିରେ ଖୋଲିଥିବା ଘରୋଇ ସ୍କୁଲ ଗୁଡିକ ଉପରେ ହେବ ଆକ୍ସନ

। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି କରିଛି । ଆରଟିଇଆକ୍ଟ ଅନୁଯାୟୀ ଯେଉଁ ଘରୋଇ

ସ୍କୁଲ ବିନା ଅନୁମତିରେ ଚଳାଉଥିବା ବା ରିନ୍ୟୁଆଲ ନ କରି ଚଳାଉଥିଲେ ହେବ

ବଡ କାର୍ଯ୍ୟାନୁଷ୍ଠାନ । ନିଜ

ସ୍କୁଲ ବିଷୟରେ ସମସ୍ତ ତଥ୍ୟ

ଜଣାଇବା ପାଇଁ ଚିଠି ହୋଇଛି । 15 ତାରିଖ ସୁଦ୍ଧା ସମସ୍ତ ତଥ୍ୟ

ଦେବାକୁ ନିର୍ଦ୍ଦେଶ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande