ପୁରୀ, 17 ସେପ୍ଟେମ୍ବର (ହି.ସ.) ପରିବେଶ ସନ୍ତୁଳନ ପାଇଁ ସବୁଜ ପୃଥିବୀ ପାଇଁ ଗଛଟିଏ ଲଗାନ୍ତୁ ବୋଲି ପୁରୀର ଯୁବ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଛନ୍ତି | ଶ୍ରୀ ସିଂ ନିଜେ ଗଛ ଲଗାଇଥିଲେ | ଏହାସହ ଜିଲ୍ଲା ରେ ଥିବା ସବୁ ଥାନାରେ ମଧ୍ୟ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି | ଆଗାମୀ ଦିନ ପୃଥିବୀ କିପରି ସବୁଜ ହେବ ସମସ୍ତେ ଚେଷ୍ଟା କରନ୍ତୁ| ମା ପାଇଁ ଗଛଟିଏ ଉକ୍ତି କୁ ସାର୍ଥକ କରନ୍ତୁ |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ