ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଭେଟିଲେ
ପୁରୀ, 17 ସେପ୍ଟେମ୍ବର (ହି.ସ.) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (. ଏ ଏସ ଆଇ )ର ମହାନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଛନ୍ତି l ଶ୍ରୀମନ୍ଦିରର ଐତିହ୍ୟ ଆଲୋକୀକରଣ ପ୍ରକଳ୍ପ ତଥା ନିକଟରେ ନିଆଯାଇଥିବା ଶ୍ରୀମନ୍ଦିର ବ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ଏସ ଆଇ ମହାନିର୍ଦ୍ଦେଶକଙ୍କୁ ଭେଟିଲେ


ପୁରୀ, 17 ସେପ୍ଟେମ୍ବର (ହି.ସ.) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (. ଏ ଏସ ଆଇ )ର ମହାନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଛନ୍ତି l ଶ୍ରୀମନ୍ଦିରର ଐତିହ୍ୟ ଆଲୋକୀକରଣ ପ୍ରକଳ୍ପ ତଥା ନିକଟରେ ନିଆଯାଇଥିବା ଶ୍ରୀମନ୍ଦିର ବିଭିନ୍ନ ସଂରକ୍ଷଣ କାର୍ଯ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଏଏସଆଇ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ପ୍ରଶାସକ l ଏହି ଅବସରରେ ଏଏସଆଇ ଉପ ମହାନିର୍ଦ୍ଦେଶକ ଡ. ଜାହାନାବିଜ୍ ଶର୍ମା ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande