ଦିଲ୍ଲୀ ଭିଭି ଛାତ୍ରସଂଘ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଏବିଭିପି-ଏନଏସୟୁଆଇ ଓ ଏସଏଫଆଇ ମେଂଟ ମଧ୍ୟରେ କଡା ମୁକାବିଲା
ନୂଆଦିଲ୍ଲୀ, 19 ସେପ୍ଟେମ୍ବର (ହି.ସ.)-ଦିଲ୍ଲୀ ୟୁନିଭର୍ସିଟି ଛାତ୍ରସଂଘ ନିର୍ବାଚନରେ ଶୁକ୍ରବାର ସକାଳ 8ଟାରୁ ଭୋଟଗଣନା ଆରମ୍ଭ ହୋଇଛି। ଏହାର ପୂର୍ବରୁ ଗୁରୁବାର ସମଗ୍ର ଦିନ ଚାଲିଥିବା ମତଦାନ ସନ୍ଧ୍ୟା 7.30ଟାରେ ଶେଷ ହୋଇଥିଲା। ଛାତ୍ରସଂଘ ଅଧ୍ୟକ୍ଷ ପଦପାଇଁ ଏବିଭିପିର ଆ
ଦିଲ୍ଲୀ ଭିଭି ଛାତ୍ରସଂଘ     ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଏବିଭିପି-ଏନଏସୟୁଆଇ ଓ ଏସଏଫଆଇ ମେଂଟ ମଧ୍ୟରେ କଡା     ମୁକାବିଲା


ନୂଆଦିଲ୍ଲୀ, 19 ସେପ୍ଟେମ୍ବର (ହି.ସ.)-ଦିଲ୍ଲୀ

ୟୁନିଭର୍ସିଟି ଛାତ୍ରସଂଘ ନିର୍ବାଚନରେ ଶୁକ୍ରବାର ସକାଳ 8ଟାରୁ ଭୋଟଗଣନା ଆରମ୍ଭ ହୋଇଛି। ଏହାର ପୂର୍ବରୁ ଗୁରୁବାର ସମଗ୍ର ଦିନ ଚାଲିଥିବା ମତଦାନ

ସନ୍ଧ୍ୟା 7.30ଟାରେ ଶେଷ

ହୋଇଥିଲା। ଛାତ୍ରସଂଘ ଅଧ୍ୟକ୍ଷ ପଦପାଇଁ ଏବିଭିପିର ଆର୍ୟନ ମାନ,

ଏନଏସୟୁଆଇର ଜୋସଲିନ ନନ୍ଦିତା ଚୌଧୁରୀ ଓ ଏସଏଫଆଇ-ଏଆଇଏସଏମେଂଟର ଅଞ୍ଜଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଚାଲିଛି ।

ଉଲ୍ଲେଖନୀୟ ଯେ,

ଦିଲ୍ଲୀ ୟୁନିଭର୍ସିଟିର 52ଟି କଲେଜ ଓ ବିଭାଗରୁ 2.75 ଲକ୍ଷରୁ ଅଧିକ ଛାତ୍ର ମତଦାତା ଅଛନ୍ତି। ଏହି ନିର୍ବାଚନରେ ପ୍ରମୁଖ 4ଟି ପଦପାଇଁ ମୋଟ 21ଜଣ ପ୍ରାର୍ଥୀ ତାଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande