ନୂଆଦିଲ୍ଲୀ, 30 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଶାରଦୀୟ ନବରାତ୍ରିର ମହାଷ୍ଟମୀ ଉପଲକ୍ଷେ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ଆସୁ ବୋଲି କାମନା କରିଛନ୍ତି ।
ସେ ନିଜର ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି – “ସମସ୍ତ ଦେଶବାସୀଙ୍କୁ ନବରାତ୍ରିର ମହାଷ୍ଟମୀର ଢେର ଶୁଭେଚ୍ଛା। ମୋର କାମନା, ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ନେଇଆସୁ।”
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ