ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସମସ୍ତ ଗୁରୁଙ୍କ ଭୂମିକା ସର୍ବଦା ବନ୍ଦନୀୟ - ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସରେ ସମସ୍ତ ଗୁରୁଙ୍କୁ ପ୍ରଣାମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସମସ୍ତ ଗୁରୁଙ୍କ ଭୂମିକା ସର୍ବଦା ବନ୍ଦନୀୟ ବୋଲି ସେ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ
ଉଜ୍ଜ୍ୱଳ ଭବିଷ୍ୟତ ଗଠନ     କରିବାରେ ସମସ୍ତ ଗୁରୁଙ୍କ ଭୂମିକା ସର୍ବଦା ବନ୍ଦନୀୟ - ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସରେ

ସମସ୍ତ ଗୁରୁଙ୍କୁ ପ୍ରଣାମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉଜ୍ଜ୍ୱଳ

ଭବିଷ୍ୟତ ଗଠନ କରିବାରେ ସମସ୍ତ ଗୁରୁଙ୍କ ଭୂମିକା ସର୍ବଦା ବନ୍ଦନୀୟ ବୋଲି ସେ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ

ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ

ଶୁଭେଚ୍ଛା। ଏହି ଅବସରରେ ସମସ୍ତ ଗୁରୁଙ୍କୁ ମୋର ପ୍ରଣାମ ଜଣାଉଛି।

ମୁକେଶ ମହାଲିଙ୍ଗ

କହିଛନ୍ତି ଯେ, ନିଜର ଜ୍ଞାନର ଅଲୋକ ଦ୍ୱାରା ମାର୍ଗଦର୍ଶକ ଭାବେ ସମାଜକୁ ସତ ମାର୍ଗ ଦେବା ଏବଂ

ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସମସ୍ତ ଗୁରୁଙ୍କ ଭୂମିକା ସର୍ବଦା ବନ୍ଦନୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande